ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ବାକ୍ୟଗୁଡ଼ିକୁ ଚିହ୍ନଟ କର।
(A) ନିଜତ୍ୱକୁ ଭୁଲିଯିବା ଦ୍ୱାରା ସେମାନେ ହଜିବା ।
(B) ନିଜର କର୍ତ୍ତବ୍ୟ ପାଳନ କରିବା ହେଉଛି ଗୃହସ୍ଥର ପ୍ରଧାନ ଧର୍ମ ।
(C) ସମସ୍ତଙ୍କର ପାଳନ କରିହୁଏ ନାହିଁ କିଛି।
(D) ସୈନିକମାନେ ଯୁଦ୍ଧରେ କର୍ତ୍ତବ୍ୟ ପାଳନ କରନ୍ତି।
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।